GST Council: କାର୍-ବାଇକ୍ ହେଲା ମହଙ୍ଗା, ଡ୍ରେସ୍-ଜୋତା ସବୁ ହେଲା ଶସ୍ତା, ଜାଣନ୍ତୁ GST କାଉନସିଲ୍ ବୈଠକରେ କ’ଣ ହେଲା ଶସ୍ତା ଆଉ…
ନୂଆଦିଲ୍ଲୀ: GST ପରିଷଦ ବୈଠକରେ ଏକ ବଡ଼ ସଂସ୍କାର କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଏବେ କେବଳ ୨ଟି ସ୍ଲାବ୍ GST ଲାଗୁ ହେବ।…

