ମିଥୁନ ମନହାସ ହେଲେ BCCIର ନୂଆ ଅଧ୍ୟକ୍ଷ, ରାଜୀବ ଶୁକ୍ଳା ଓ ଅରୁଣ ଧୂମାଲଙ୍କୁ ଦିଆଗଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ
ଓଡିଶାଭାସ୍କର: BCCIର ଦାୟିତ୍ୱ କିଏ ନେବ ସେ ନେଇ ଦୀର୍ଘ ଦିନ ଧରି ଚାଲିଥିବା ବିତର୍କର ଏବେ ଅନ୍ତ ଘଟିଛି। ମିଥୁନ ମନହାସଙ୍କୁ ନୂତନ ବିସିସିଆଇ ସଭାପତି ଭାବରେ ନିଯୁକ୍ତ କରାଯାଇଛି।
ରାଜୀବ ଶୁକ୍ଳାଙ୍କୁ ଉପ ସଭାପତି…

