ଅଭିଷେକ ଶର୍ମାଙ୍କ ବ୍ୟାଟରେ ଲାଗିଛି ସ୍ପ୍ରିଙ୍ଗ? ନମ୍ବର-୧ ବ୍ୟାଟ୍ସମ୍ୟାନଙ୍କୁ ସନ୍ଦେହ କରୁଛନ୍ତି ନ୍ୟୁଜିଲାଣ୍ଡ ଖେଳାଳି, ବ୍ୟାଟ କରୁଛନ୍ତି…
ଓଡିଶାଭାସ୍କର: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ରେ ଅଭିଷେକ ଶର୍ମା ଏପରି ଝଡ଼ ସୃଷ୍ଟି କରିଥିଲେ ଯେ ସାରା ବିଶ୍ୱ ଚାହିଁ ରହିଲା। ଟିମ୍ ଇଣ୍ଡିଆ ସମ୍ମୁଖରେ ୧୫୪ ରନ୍ ର ଟାର୍ଗେଟ ଥିଲା ଏବଂ ଏହି ସମୟରେ ଅଭିଷେକ ମାତ୍ର…
