ଏଥର ବଜେଟ୍ ରେ କେଉଁ ରାଜ୍ୟର ଶାଢ଼ି ପିନ୍ଧିଥିଲେ ନିର୍ମଳା ସୀତାରମଣ, କ’ଣ ରହିଛି ଏହି ଶାଢ଼ିର ବିଶେଷତ୍ୱ
ଓଡିଶାଭାସ୍କର: ପ୍ରତିବର୍ଷ ଯେତେବେଳେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରାଯାଏ, ଦେଶର ଧ୍ୟାନ ସରକାରଙ୍କ ଆର୍ଥିକ ନୀତି ଏବଂ ପ୍ରମୁଖ ନିଷ୍ପତ୍ତି ଉପରେ କେନ୍ଦ୍ରିତ ହୋଇଥାଏ।
କିନ୍ତୁ, ଗତ କିଛି ବର୍ଷ ଧରି ବଜେଟ୍…
