ଗାନ୍ଧୀମାର୍ଗରେ ଉତ୍ତେଜନା, ପୁଲିସ- ବିଜେଡି କର୍ମୀ ମୁହାଁମୁହିଁ, ବିଧାନସଭା ଘେରିବାକୁ ବିଜେଡିର ଉଦ୍ୟମ
ଭୁବନେଶ୍ୱର: ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ଅଭିଯୋଗରେ ବିଜେଡି ପ୍ରତିବାଦ। ବିଧାନସଭା ସମ୍ମୁଖରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରୁଛି ବିଜେଡି। ବିଧାନସଭା ଘେରିବାକୁ ବିଜେଡି କର୍ମୀଙ୍କ ଉଦ୍ୟମ।…

