କଲେକ୍ଟରଙ୍କ ଆଦେଶ: ଆସନ୍ତାକାଲିଠାରୁ 3 ଦିନ ବନ୍ଦ ରହିବ ସବୁ ମଦ ଦୋକାନ, ଜାଣନ୍ତୁ କେଉଁଠି ଏବଂ କାହିଁକି?
ଆଗ୍ରା: ଆସନ୍ତାକାଲିଠାରୁ 3 ଦିନ ବନ୍ଦ ରହିବ ସବୁ ମଦ ଦୋକାନ । ନିର୍ଦ୍ଦେଶ ଦେଲେ DM । ଆଗ୍ରାର ତାଜ ନଗରୀରେ ତିନି ଦିନ ପାଇଁ ମଦ୍ୟପାନ ନିଷେଧ କରାଯିବ। ଆଗ୍ରା ଡିଏମ୍ ଅରବିନ୍ଦ ମଲ୍ଲପ୍ପା ବାଙ୍ଗାରୀ ଐତିହାସିକ ରାମ…

