୬,୬,୪,୪,୪,୪… ଭାରତର ବ୍ୟାଟିଂ ଦେଖି ହକାବକା ହେଲା ପାକିସ୍ତାନ, ଉଡ଼ିଲା ଛକା ଚୌକା, ମୁଣ୍ଡରେ ହାତ ଦେଲେ ପାକ୍ ଖେଳାଳି
ଓଡ଼ିଶାଭାସ୍କର: ଟିମ୍ ଇଣ୍ଡିଆ 'ହିଟ୍ମ୍ୟାନ୍' ରୋହିତ ଶର୍ମାଙ୍କ ଅପେକ୍ଷା ଅଧିକ ଘାତକ ବ୍ୟାଟ୍ସମ୍ୟାନ୍ ପାଇଛି। ଯିଏ ଏସିଆ କପ୍ ୨୦୨୫ରେ ତାଙ୍କ ପ୍ରଦର୍ଶନ ସହିତ ଚର୍ଚ୍ଚା ସୃଷ୍ଟି କରିଛନ୍ତି।
ଏସିଆ କପ୍ ୨୦୨୫…

