ପରିସ୍ରା-ମଳରେ ଭିଜା ପୋଷାକ, ବୃଦ୍ଧଙ୍କୁ କୋଠରୀରେ ବନ୍ଦ…ବୃଦ୍ଧାଶ୍ରମର ଚିତ୍ର ଦେଖିଲେ ଥରି ଉଠିବ ଛାତି
ନୂଆଦିଲ୍ଲୀ: ନୋଏଡାର ସେକ୍ଟର-୫୫ ବୃଦ୍ଧାଶ୍ରମର ଅବସ୍ଥା ଏପରି ଯେ ଏହାକୁ ଦେଖିବା ପରେ ଯେକୌଣସି ବ୍ୟକ୍ତିଙ୍କ ଆତ୍ମା ଥରି ଉଠିବ । ଜନ୍ମକଲା ଛୁଆମାନେ ବୃଦ୍ଧାମାନଙ୍କୁ ଏଠାରେ ଛାଡି ଚାଲିଯାଇଥିଲେ । ପ୍ରିୟଜନଙ୍କଠାରୁ…
