ରାମ ମନ୍ଦିର ଏବଂ ଆଖପାଖ ଅଞ୍ଚଳରେ ନନ୍-ଭେଜ୍ ଡେଲିଭରି ମନା, ଆଉ ମିଳିବନି ଆମିଷ; ରୋକ ଲଗାଇଲା ପ୍ରଶାସନ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ଏବଂ ପଞ୍ଚକୋଶୀ ପରିକ୍ରମା ମାର୍ଗ ପରିଧି ମଧ୍ୟରେ ନିରାମିଷ ଖାଦ୍ୟ ସାମଗ୍ରୀ ବିକ୍ରୟ ଉପରେ ପ୍ରଶାସନ ସମ୍ପୂର୍ଣ୍ଣ ନିଷେଧ କରିଛି। ଏହି ନିଷେଧ ଆଉ କେବଳ ହୋଟେଲ,…
