Browsing Tag

not burn

ଅଦ୍ଭୁତ ମନ୍ଦିର, ଏହି ପୀଠରେ ଦେବୀ ମା’ ନିଜେ କରନ୍ତି ଅଗ୍ନି ସ୍ନାନ, ହୁତୁହୁତୁ ହୋଇ ଜଳେ ସବୁକିଛି, ତଥାପି କିଛି ହୁଏନି ମୂର୍ତ୍ତି

ଉଦୟପୁର: ରାଜସ୍ଥାନର ଉଦୟପୁର ନିକଟସ୍ଥ ଇଡାନା ମାତା ମନ୍ଦିରରେ ଦେବୀ ସ୍ୱୟଂ ଅଗ୍ନି ସ୍ନାନ କରନ୍ତି। ମନ୍ଦିରର ଖୋଲା ଛାତ ଏବଂ ଏହାର ସ୍ୱତଃସ୍ଫୂର୍ତ୍ତ ଅଗ୍ନିର ଚମତ୍କାର ଏହାକୁ ଭାରତର ଅନନ୍ୟ ଶକ୍ତିପୀଠ ମଧ୍ୟରୁ ଗୋଟିଏ…