ଗ୍ରହଣ ସମୟରେ କ’ଣ ଖାଇବା ଉଚିତ ଏବଂ କ’ଣ ଖାଇବା ଉଚିତ ନୁହେଁ? ଶାସ୍ତ୍ରରେ ଉଲ୍ଲେଖ ରହିଛି
ଓଡିଶାଭାସ୍କର: ୨୧ ସେପ୍ଟେମ୍ବର ୨୦୨୫ରେ ହେବାକୁ ଥିବା ସୂର୍ଯ୍ୟଗ୍ରହଣ ଆଫ୍ରିକା, ୟୁରୋପ ଏବଂ ଉତ୍ତର ଆମେରିକାର କିଛି ଅଂଶରେ ଦୃଶ୍ୟମାନ ହେବ। କିନ୍ତୁ ଏହା ଭାରତରେ ସିଧାସଳଖ ଦୃଶ୍ୟମାନ ହେବ ନାହିଁ।
ଏହି କାରଣରୁ…

