ବାସି ମୁହଁରେ ଚୋବାନ୍ତୁ ମାତ୍ର ଗୋଟିଏ ପତ୍ର, ଶରୀରରେ ବଢ଼ିବନି କ୍ୟାନସର ସେଲ୍
ଓଡ଼ିଶାଭାସ୍କର: ଭାରତୀୟ ସଂସ୍କୃତିରେ ସାଧାରଣତଃ ପାନପତ୍ରକୁ ଶୁଭ ବୋଲି କୁହାଯାଏ। କୌଣସି ଶୁଭ କାର୍ଯ୍ୟ ହେଲେ ଘରେ ଏହି ପତ୍ରକୁ ବ୍ୟବହାର କରାଯାଏ।
ଯେକୌଣସି ପୂଜା, ବିବାହ କିମ୍ବା ଯେକୌଣସି ଧାର୍ମିକ କାର୍ଯ୍ୟକ୍ରମ…

