ବଦଳିଲା ପେନସନ ସ୍କିମ୍, ଦୀପାବଳୀ ପୂର୍ବରୁ ସରକାରଙ୍କ ବଡ଼ ଭେଟି, ଏବେ ୨୦ ବର୍ଷ ଚାକିରିରେ ମିଳିବ ପେନ୍ସନ୍
ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। କେନ୍ଦ୍ର ସରକାରଙ୍କ କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ ମନ୍ତ୍ରଣାଳୟ ଏକୀକୃତ ପେନସନ ଯୋଜନା ସହିତ ଜଡିତ…

