ବିଜେଡ଼ି ବିଧ୍ଵଂସ…ନବୀନଙ୍କୁ ବଦନାମ କରୁଛନ୍ତି 3B, କିଏ ଏହି କୁଚାକ୍ରୀ ଗୋଷ୍ଠି? ଯାହାଙ୍କ ପାଇଁ ବାରମ୍ଵାର ହାରୁଛି ବିଜେଡ଼ି…
ଭୁବନେଶ୍ୱର: ନୂଆପଡ଼ାରେ ବିଜେଡିର ଯେଉଁ ଅବସ୍ଥା ହେଲା ତାହା ଦେଖି ଏବେ ସମସ୍ତେ ଆଶ୍ଚର୍ଯ୍ୟ। ଏକଦା ଯେଉଁ ଦଳ ରାଜ୍ୟରେ ରାଜ କରୁଥିଲା ଆଜି ନୂଅପଡାରେ ଏମିତି ଶୋଚନୀୟ ପରାଜୟ ଦେଖିବ କେବେ କେହି ଆଶା କରିନଥିଲେ। ପ୍ରଥମ…

