ଜାଣିଲେ ବିଶ୍ୱାସ ହେବନି, ପୃଥିବୀରେ ଅଧିକାଂଶ ଅକ୍ସିଜେନ୍ ଗଛରୁ ନୁହେଁ ବରଂ ଏହି ଜିନିଷରୁ ମିଳିଥାଏ
ଓଡିଶାଭାସ୍କର: ପିଢ଼ି ପରେ ପିଢ଼ି ଆମକୁ କୁହାଯାଇଛି ଯେ ଜଙ୍ଗଲ ହେଉଛି ପୃଥିବୀର ଫୁସଫୁସ। ଗଛଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଆମେ କେବଳ ଗଛରୁ ଅମ୍ଳଜାନ ପାଆନ୍ତି ନାହିଁ। ପ୍ରକୃତରେ, ଆମେ ନିଶ୍ୱାସ…
