(VIDEO) PLZ ମତେ ବଞ୍ଚାଇ ଦିଅ… ତଳେ ଅକାତ କାତ ପାଣି, ନଦୀ ମଝିରେ ରହି ଚିତ୍କାର କରୁଛି ପିଲା, ଭୟଙ୍କର ଭିଡିଓ…
ଉତ୍ତରାଖଣ୍ଡ: ଚାରିଆଡ଼େ ଅକାତ କାତ ପାଣି। ମଝିରେ ରହିଛି ଏକ ଖମ୍ବ। ଆଉ ଏହି ଖମ୍ବରେ ଚଢ଼ି ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଛି ଏକ ପିଲାଟି। ଭିଡିଓ ଦେଖିଲେ ଛାତି ଥରି ଉଠିବ।
ଉତ୍ତରାଖଣ୍ଡର ଡେରାଡୁନରେ ପ୍ରବଳ ବର୍ଷା…

