Breaking News Odisha Assembly: ଆଜିଠୁ ବିଧାନସଭା ଅଧିବେଶନ, ଅନାସ୍ଥା ଝଡରେ କମ୍ପିବ ଗୃହ ! Seema Mohapatra Sep 18, 2025 ଭୁବନେଶ୍ବର: ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ । ସେପ୍ଟେମ୍ବର 25 ତାରିଖ ଯାଏଁ ଚାଲିବ ଅଧିବେଶନ । ଆଜିଠୁ ସପ୍ତାହେ ଯାଏଁ କମ୍ପିବ ବିଧାନସଭା । ସରକାରଙ୍କ ବିରୋଧରେ କଂଗ୍ରେସ ଆଣିପାରେ ଅନାସ୍ଥା । ସେପଟେ…