ଆଜି ଓଡ଼ିଶା ବନ୍ଦ! ବ୍ୟାଙ୍କ ଠାରୁ ବସ କେଉଁ ସେବା ବନ୍ଦ ରହିବ ଆଉ କ’ଣ ରହିବ ଖୋଲା; ଜାଣନ୍ତୁ ସମ୍ପୂର୍ଣ୍ଣ କଥା
ଭୁବନେଶ୍ୱର: ଆଜି ଓଡ଼ିଶା ବନ୍ଦ । ଧାନକିଣା ଅବ୍ୟବସ୍ଥା, ଯାନବାହନ ପ୍ରଦୂଷଣ ସାର୍ଟିଫିକେଟ୍ ଆଳରେ ମାତ୍ରାଧିକ ଫାଇନ ଆଦାୟ, ଟାଟା କମ୍ପାନିର ମନମାନି ବିରୋଧରେ ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ…
