Matric Exam: ଆସନ୍ତା ୧୯ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ, ଆଜିଠୁ ନୋଡାଲ ସେଣ୍ଟରକୁ ଯିବ ପ୍ରଶ୍ନପତ୍ର
ଭୁବନେଶ୍ବର: ସରିଲା ଅପେକ୍ଷା । ଘୋଷଣା ହେଲା ମାଟ୍ରିକ ପରୀକ୍ଷା ପାଇଁ ତାରିଖ। ଚଳିତବର୍ଷ ମାଟ୍ରିକ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ତେବେ ବୋର୍ଡ ସଭାପତିଙ୍କ ଅନୁସାରେ, ଆସନ୍ତା ୧୯…
