Ranji Trophy: ରଣଜୀରେ ପ୍ରଥମ ଥର ବିଜୟ ସ୍ବାଦ ଚାଖିଲା ଓଡ଼ିଶା, ନାଗାଲାଣ୍ଡକୁ 299 ରନରେ କଲା ପରାସ୍ତ
ଭୁବନେଶ୍ବର: କିଟ୍ କ୍ରିକେଟ୍ ଷ୍ଟାଡିୟମ୍ରେ ଚାଲିଥିବା ଓଡ଼ିଶା-ନାଗାଲାଣ୍ଡ୍ ରଣଜୀ ଟ୍ରଫି ମ୍ୟାଚ୍ରେ ପ୍ରଥମ ଥର ବିଜୟ ସ୍ବାଦ ଚାଖିଲା ଓଡ଼ିଶା । ଯୁବ ଓପନର୍ ସ୍ବସ୍ତିକ ସାମଲ ଏବଂ ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ…
