ବାଣୀବିହାରରେ ଅଣଛାତ୍ରଙ୍କ ରାଜ୍ ଖତମ୍,ଭଙ୍ଗାହେଲା ହଷ୍ଟେଲ ତାଲା, ପୋଲିସ ଆରମ୍ଭ କଲା ଅପରେଶନ୍ ‘ବ୍ଲ୍ୟୁ ଷ୍ଟାର୍’
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରୁ ବିଦା ହେଲେ ଅଣଛାତ୍ର । ବହୁ ବର୍ଷ ଧରି ବିଶ୍ୱ ବିଦ୍ୟାଳୟରେ ଅଣଛାତ୍ରଙ୍କ ରାଜ୍ ଚାଲିଥିଲା । ୟୁନିଭର୍ସିଟିରେ ଅନେକ ବିଶୃଙ୍ଖଳା ମଧ୍ୟ କରୁଥିଲେ ଅଣଛାତ୍ର । ଯାହାକୁ ନେଇ ବଡ଼…

