କିଛି ନକହି ଟ୍ରମ୍ପଙ୍କୁ ଶକ୍ତ ଚାପୁଡ଼ା ମାରିଲେ ମୋଦୀ, ଭାରତ ବୃଦ୍ଧି କଲା ରୁଷର ତୈଳ ଆମଦାନୀ, ଏବେ ଚୀନ୍ ସହିତ ବଡ଼ ପ୍ରତିଯୋଗିତା
ନୂଆଦିଲ୍ଲୀ: କିଛି ନକହି ଆମେରିକାକୁ ଉଚିତ୍ ଜବାବ ଦେଇଛି ଭାରତ। ଏକଥା କହିବାର ଅର୍ଥ ଆମେରିକାର ଶୁଳ୍କ ଚାପକୁ ଅଣଦେଖା କରି ଭାରତ ଲଗାତାର ଭାବରେ ରୁଷୀୟ ତେଲ ଆମଦାନୀ ବୃଦ୍ଧି କରୁଛି।
ଭାରତ ଅଗଷ୍ଟ ମାସରେ ରୁଷରୁ…

