(video) ନିର୍ଦୟ ପାଲଟିଲା ନାତି, ଜେଜେମା’କୁ ଖଟରୁ ଘୋଷାଡ଼ି ଆଣି ପିଟିଲା, ଭୋ ଭୋ ହୋଇ ରଡି ଛାଡ଼ୁଛନ୍ତି ବୃଦ୍ଧା
ଉତ୍ତରପ୍ରଦେଶ: ନିର୍ଦୟ ହେଲା ମଣିଷ। ଅମାନଷିକ ଭାବେ ବୃଦ୍ଧାଙ୍କୁ ଖଟରୁ ଘୋଷାଡ଼ି ଆଣି ପିଟିଲା। ଜୀବନ ବଞ୍ଚାଇବାକୁ ବୃଦ୍ଧା ଚେଷ୍ଟା କରୁଥିବା ବେଳେ ଯୁବକ ଜଣଙ୍କ ଶୁଣୁନଥିଲେ। ନିର୍ଦୟ ଭାବେ ପିଟି ଚାଲୁଥିଲେ। ବଡ଼ କଥା…

