ବାଂଲାଦେଶକୁ ଯିବେନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ;ତେବେ ନୂଆ ପ୍ରଧାନମନ୍ତ୍ରୀ ତାରିକଙ୍କ ଶପଥ ସମାରୋହକୁ ଯିବେ କିଏ?
ଓଡିଶା ଭାସ୍କର: ବାଂଲାଦେଶ ନିର୍ବାଚନରେ ବିପୁଳ ବିଜୟ ପରେ, BNP ଅଧ୍ୟକ୍ଷ ତାରିକ ରହମାନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି।
ତାଙ୍କର ଶପଥ ଗ୍ରହଣ ସମାରୋହ ଆସନ୍ତା 17 ତାରିଖ ଦିନ ଢାକାରେ…
