ଏହି ସ୍ଥାନରେ ମାତ୍ର ୩୦ ପଇସାରେ ମିଳୁଛି ପିଆଜ, ଚାଷୀଙ୍କ ଆଖିରୁ ଝରୁଛି ରକ୍ତର ଲୁହ
ଓଡିଶା ଭାସ୍କର: କୁର୍ଣ୍ଣୁଲ ଜିଲ୍ଲାର ଚାଷୀମାନେ ଆଜିକାଲି ଏକ ବଡ଼ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଟମାଟୋ ଏବଂ ପିଆଜର ମୂଲ୍ୟ ଏତେ ହ୍ରାସ ପାଇଛି ଯେ ଚାଷ ସେମାନଙ୍କ ପାଇଁ କ୍ଷତିକାରକ ହୋଇଗଲାଣି।
ବଜାରରେ ଉପଯୁକ୍ତ…

