ହବିଷ୍ୟାଳୀଙ୍କ ପାଇଁ ଧାର୍ଯ୍ୟ ହେଲା ପଞ୍ଜୀକରଣ ତାରିଖ; 19ରୁ ଆରମ୍ଭ ଅନଲାଇନ ପଞ୍ଜୀକରଣ, ଏମିତି କରନ୍ତୁ…
ପୁରୀ: ଆସନ୍ତା 19ରୁ ଆରମ୍ଭ ହେବ ହବିଷିଆଳି ପଞ୍ଜୀକରଣ ପକ୍ରିୟା । ଅନଲାଇନ ମାଧ୍ୟମରେ ନାମ ପଞ୍ଜୀକରଣ କରିପାରିବେ ଶ୍ରଦ୍ଧାଳୁ । https/edistrict.odisha.gov.in କୁ ଯାଇ ଶ୍ରଦ୍ଧାଳୁମାନେ ନାମ ପଞ୍ଜୀକରଣ କରିପାରିବେ…

