ପିତୃପକ୍ଷରେ ଅନଲାଇନ୍ ଶ୍ରାଦ୍ଧ ଶାସ୍ତ୍ର ଅନୁସାରେ କେତେ ଗ୍ରହଣୀୟ, ତୀର୍ଥ ପୁରୋହିତ ଦେଲେ ଜବାବ
ଓଡିଶାଭାସ୍କର: ପିତୃପକ୍ଷ ସେପ୍ଟେମ୍ୱର ୮ ତାରିଖରୁ ଆରମ୍ଭ ହେଉଛି। କିନ୍ତୁ ଏହା ପୂର୍ବରୁ ଉତ୍ତରପ୍ରଦେଶର ବାରଣାସୀରେ ଅନଲାଇନ୍ ଶାଦ୍ଧର ନୂଆ ପରମ୍ପରା ଉପରେ ତୀର୍ଥଯାତ୍ରୀ ପୁରୋହିତମାନେ ଆପତ୍ତି ଉଠାଇଛନ୍ତି।…

