ଇଶାନ କିଶାନ ନା ସଞ୍ଜୁ ସାମସନ, ଟିମ୍ ଇଣ୍ଡିଆ ନେଲା ଦୃଢ଼ ନିଷ୍ପତ୍ତି, ଅଭିଷେକଙ୍କ ସହ ଏହି ଖେଳାଳି କରିବେ ଓପନିଙ୍ଗ
ଓଡିଶାଭାସ୍କର: ୨୦୨୬ ଟି-୨୦ ବିଶ୍ୱକପ୍ ଆରମ୍ଭ ହୋଇସାରିଛି ଏବଂ ଟିମ୍ ଇଣ୍ଡିଆ ଖୁବ୍ ଶୀଘ୍ର ଅର୍ଥାତ୍ ଆଜି ପ୍ରଥମ ଥର ପାଇଁ ତା'ର ଟାଇଟଲ୍ ରକ୍ଷା କରିବା ପାଇଁ ମଇଦାନକୁ ଓହ୍ଲାଇବ।
ସୂର୍ଯ୍ୟକୁମାର ଯାଦବଙ୍କ…
