Asia Cupପଡ଼ିଆରେ ହଂକଂକୁ ଧୂଳି ଚଟାଇଲା ଆଫଗାନିସ୍ତାନ, ମ୍ୟାଚ ଆରମ୍ଭରୁ ଐତିହାସିକ ବିଜୟ, ଫେଲ ମାରିଲା ପ୍ରତିପକ୍ଷ
ନୂଆଦିଲ୍ଲୀ: ପଡ଼ିଆରେ ହେଲା ଦମଦାର ଟକ୍କର। ପ୍ରତିପକ୍ଷକୁ ହରାଇ ପ୍ରଥମ ମ୍ୟାଚରେ ଖାତା ଖୋଲିଲା ଆଫଗାନିସ୍ତାନ। ୨୦୨୫ ଟି୨୦ ଏସିଆ କପର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ ହଂକଂକୁ ୯୪ ରନରେ ପରାସ୍ତ କରିଥିଲା। ଟି୨୦ ଏସିଆ…

