OSSTET Exam: ଜାନୁଆରୀ 17ରେ ପରୀକ୍ଷା, ଆବେଦନ କରିଛନ୍ତି 50 ହଜାର ଛାତ୍ରଛାତ୍ରୀ
ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଓଡିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା(OSSTET)2024 ପାଇଁ ତାରିଖ ଘୋଷଣା କରିଛି । ଜାନୁଆରୀ 17 ତାରିଖରେ ଅନୁଷ୍ଠିତ ହେବ ପରୀକ୍ଷା । ପେପର 1 ଏବଂ ପେପର…
