ସରକାରଙ୍କ ବଡ଼ ଆକ୍ସନ! 2.5 କୋଟି ଲୋକଙ୍କ ଆଧାରକାର୍ଡ କଲେ ବନ୍ଦ, ଆପଣଙ୍କ ନାଁ ତାଲିକାରେ ନାହିଁ ତ? ଏମିତି କରନ୍ତୁ ଚେକ୍
ନୂଆଦିଲ୍ଲୀ: ଆଧାର କାର୍ଡ ଆଜି ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିଚୟ ପତ୍ର ପାଲଟିଛି। ବ୍ୟାଙ୍କିଙ୍ଗ୍ ଠାରୁ ଆରମ୍ଭ କରି ସରକାରୀ ଯୋଜନା ପର୍ଯ୍ୟନ୍ତ ପ୍ରାୟ ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ…
