ଗାଡ଼ି ମାଲିକଙ୍କ ପାଇଁ ଖୁସି ଖବର, ଆଉ ଦେବାକୁ ପଡ଼ିବନି ଚାଲଣ ଟଙ୍କା, ୧୩ ଲକ୍ଷ ଗାଡ଼ିର ଚାଲଣ ମାଫ କଲା ପରିବହନ ବିଭାଗ
ଓଡ଼ିଶାଭାସ୍କର: ମାନି ନାହାଁନ୍ତି ଟ୍ରାଫିକ୍ ନିୟମ। ମୋଟା ଅଙ୍କର କଟିଛି କି ଚାଲାଣ। ଏବେ ଚାଲାଣ କଟିଥିବା ଗାଡ଼ିର ମାଲିକଙ୍କ ପାଇଁ ଆସିଛି ଖୁସି ଖବର। ଆଉ ଦେବାକୁ ପଡ଼ିବନି ଚାଲଣ ଟଙ୍କା। ଆପଣଙ୍କ ଗାଡ଼ିର ଚାଲାଣ ଟଙ୍କା…

