ରୋହିତ ଶର୍ମା ଏବଂ ହରମନପ୍ରୀତ କୌରଙ୍କୁ ମିଳିଲା ପଦ୍ମଶ୍ରୀ ପୁରସ୍କାର, କ୍ରୀଡ଼ା ଜଗତର ଏହି କିମ୍ବଦନ୍ତୀମାନଙ୍କୁ ମଧ୍ୟ ସମ୍ମାନିତ
ଓଡିଶାଭାସ୍କର: ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ହରମନପ୍ରୀତ କୌର ଏବଂ ଷ୍ଟାର ବ୍ୟାଟ୍ସମ୍ୟାନ ତଥା ଭାରତୀୟ ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ଚୟନ କରାଯାଇଛି।
୨୦୨୬ ଗଣତନ୍ତ୍ର…
