ଚୀନ୍ ସାମ୍ନାରେ ପାକିସ୍ତାନର କଳାଚିଠା ଖୋଲିଲା ଭାରତ, ପହଲଗାମ ଆକ୍ରମଣରେ ଆତଙ୍କବାଦକୁ ନେଇ ଚୀନ୍ ବି ସହମତ
ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଅନୁଷ୍ଠିତ ୧୮ତମ BRICS ଶିଖର ସମ୍ମିଳନୀରେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନ ପାଇଁ ଏକ ବଡ଼ କୂଟନୈତିକ ଝଟକା ଭଳି ସ୍ଥିତି ସୃଷ୍ଟି ହୋଇଛି। BRICSର New Delhi Declarationରେ ୨୨ ଏପ୍ରିଲ…

