ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ପାକିସ୍ତାନୀ ପତାକା ବିକ୍ରି କରୁଥିବା ଇ-କମର୍ସ ସାଇଟଗୁଡ଼ିକୁ ନୋଟିସ ଜାରି
ନୂଆଦିଲ୍ଲୀ,୧୪ା୫: ପାକିସ୍ତାନୀ ଜାତୀୟ ପତାକା ଏବଂ ସମ୍ପର୍କିତ ସାମଗ୍ରୀ ବିକ୍ରୟ ଉପରେ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA) Amazon India, Flipkart, Ubuy India, Etsy, The Flag Company ଏବଂ…

