ଭାରତ ସହ ଆଉ ହେବନି ପାକିସ୍ତାନର ଟକ୍କର, ବିଶ୍ୱକପରୁ ବିଦା ହେବ ପାକିସ୍ତାନ! କିଏ ସୁପର ୮କୁ ଯିବ ବାସ କିଛି ସମୟରେ ବଡ଼ ଖୁଲାସା
ନୂଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ୱକପର ୩୫ତମ ମ୍ୟାଚ୍ ଆଜି ପାକିସ୍ତାନ ଏବଂ ନାମିବିଆ ମଧ୍ୟରେ ଖେଳାଯିବ, ଯାହାର ଫଳାଫଳ ସୁପର ୮ରେ ପ୍ରବେଶ କରିବା ପାଇଁ ଚୂଡ଼ାନ୍ତ ଦଳ ନିର୍ଣ୍ଣୟ କରିବ।
ଏହା ପାକିସ୍ତାନ ପାଇଁ କର ବା…
