Asia Cup 2025: UAEକୁ ହରାଇଲା ପାକିସ୍ତାନ, ସୁପର-4ରେ ପୁଣି ଭାରତ-ପାକ୍ ମୁହାଁମୁହିଁ, ଘୋଷଣା ହେଲା ତାରିଖ ଓ ସମୟ
ହାଇଦ୍ରାବାଦ: ହାତ ମିଳାଇବା ବିବାଦର ଅନ୍ତ ହେବା ପରେ, ୟୁଏଇ ସହିତ ହେବାକୁ ଥିବା ମ୍ୟାଚ୍ ପାଇଁ ବିଳମ୍ବରେ ପହଞ୍ଚିଲା ପାକିସ୍ତାନ। ପାକିସ୍ତାନ 41 ରନରେ ମ୍ୟାଚ୍ ଜିତିଥିଲା, ଯାହା ଏକ ଘଣ୍ଟା ବିଳମ୍ବରେ ଆରମ୍ଭ…

