ବିଶ୍ଵକପ ୨୦୨୬: ଭାରତ ବିପକ୍ଷ ମ୍ୟାଚ ବୟକଟ୍ କଲେ ଭିକାରୀ ହୋଇଯିବ ପାକିସ୍ତାନ, PCB ସହିବ କୋଟି କୋଟି ଟଙ୍କାର କ୍ଷତି
T20 World Cup: T20 ବିଶ୍ୱକପ୍ ୨୦୨୬ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଗୁରୁତର ସଙ୍କଟର ସମ୍ମୁଖୀନ ହୋଇଛି। ଯଦି ପାକିସ୍ତାନ ଭାରତ ବିରୋଧୀ ମ୍ୟାଚକୁ ବୟକଟ୍ କରେ, ତେବେ PCB କୁ ପ୍ରାୟ ୩୪୮…
