ଧୋନୀ-ଦ୍ରାବିଡଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଲେ ସଲମାନ ଅଲ୍ଲୀ ଆଗା, ଅନ୍ତର୍ଜାତୀୟ କ୍ରିକେଟରେ ନୂଆ ଜଲ୍ୱା
ନୂଆଦିଲ୍ଲୀ: ୨୦୨୫ ତ୍ରି-ସିରିଜରେ, ପାକିସ୍ତାନୀ ଦଳ ଜିମ୍ବାୱେକୁ ୬୯ ରନରେ ପରାସ୍ତ କରି ୨୦୨୫ ତ୍ରି-ସିରିଜର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ସଲମାନ ଅଲି ଆଗାଙ୍କ ଅଧିନାୟକତ୍ୱରେ, ଦଳ ଚଳିତ ଟୁର୍ଣ୍ଣାମେଣ୍ଟରେ…

