ବିଶ୍ୱକପ ଖେଳିବନି ପାକିସ୍ତାନ! ଟିମ ଘୋଷଣା ପରେ ବି କିଛି ସ୍ପଷ୍ଟ କରୁନି; ଆରମ୍ଭ ହେଲାଣି ଜୋରଦାର ବିବାଦ
ନୂଆଦିଲ୍ଲୀ: ପାକିସ୍ତାନ ୨୦୨୬ ଟି୨୦ ବିଶ୍ୱକପ୍ ପାଇଁ ତା'ର ଦଳ ଘୋଷଣା କରିଛି, କିନ୍ତୁ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ ସମ୍ପର୍କିତ ଚିତ୍ର ଅସ୍ପଷ୍ଟ ରହିଛି। ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ସ୍ପଷ୍ଟ ଭାବରେ…
