ଭାଙ୍ଗିଲା ପାକିସ୍ତାନର ମୁହଁଫୁଟାଣି, ଆଲୋଚନା ପାଇଁ ICCକୁ ଚିଠି ଲେଖିଲା PCB, ଭାରତ ସହିତ ବିଶ୍ୱକପ୍ ମ୍ୟାଚକୁ ନେଇ ବଦଳିଲା ପାକ୍ ସ୍ୱର
ଓଡିଶାଭାସ୍କର: ଭାଙ୍ଗିଲା ପାକିସ୍ତାନର ମୁହଁଫୁଟାଣି। ଭାରତ ସହିତ ବିଶ୍ୱକପ୍ ମ୍ୟାଚକୁ ନେଇ ବଦଳିଲା ପାକ୍ ସ୍ୱର। ଆଇସିସିର କଡ଼ା ତାଗିଦ ପରେ ନଇଁଲା ପାକିସ୍ତାନ।
ଆଲୋଚନା ପାଇଁ ICCକୁ ଚିଠି ଲେଖିଲା PCB। ତେବେ…
