ହାର୍, ହାର୍, ହାର୍..ପାକିସ୍ତାନର ଅହଂକାର ଭାଙ୍ଗିଲା ବାଂଲାଦେଶ! ପ୍ରଥମ ଥର ପାକିସ୍ତାନକୁ ଟେଷ୍ଟରେ ଧୂଳି ଚଟାଇଲା ବାଂଲାଦେଶ
ନୂଆଦିଲ୍ଲୀ: ବାଂଲାଦେଶ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ୫ମ ଟେଷ୍ଟ ମ୍ୟାଚ୍ର ଆଜି ପଞ୍ଚମ ଏବଂ ଶେଷ ଦିନ ଥିଲା। ଦିନର ଆରମ୍ଭରେ ପାକିସ୍ତାନକୁ ମ୍ୟାଚ୍ ଜିତିବା ପାଇଁ ୧୨୧ ରନ୍ ଆବଶ୍ୟକ ଥିଲା, ଯେତେବେଳେ…

