ପାକିସ୍ତାନ ପାର୍ଲାମେଣ୍ଟରେ ମହିଳାଙ୍କ ପାଇଁ କେତେ ସିଟ୍ ରିଜର୍ଭ? ସତ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ
ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ଆଇନ ଭାରତରେ ନୂତନ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ, ପାକିସ୍ତାନ ଏବଂ ରୱାଣ୍ଡା ଭଳି ପଡ଼ୋଶୀ ଦେଶଗୁଡ଼ିକର ପରିସଂଖ୍ୟାନ ଆଶ୍ଚର୍ଯ୍ୟଜନକ। ଆପଣ କ'ଣ ଜାଣନ୍ତି ଯେ ପାକିସ୍ତାନର ସଂସଦରେ…

