ବିଜୟ ସହ ୨୦୨୬ ଟି-୨୦ ବିଶ୍ୱକପ୍ ଆରମ୍ଭ କଲା ପାକିସ୍ତାନ, ହାରିବା ମ୍ୟାଚ୍ ବି ଜିତିଗଲା, ନିଶ୍ୱାସ ଅଟକାଇ ଦେବ ଏହି ମ୍ୟାଚ୍
ଓଡିଶାଭାସ୍କର: ପାକିସ୍ତାନ ୨୦୨୬ ଟି୨୦ ବିଶ୍ୱକପ୍ ବିଜୟ ସହିତ ଆରମ୍ଭ କରିଛି। କଲମ୍ବୋରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ୍ ରେ ପାକିସ୍ତାନ ରୋମାଞ୍ଚକର ଭାବରେ ନେଦରଲ୍ୟାଣ୍ଡସ୍କୁ ତିନି ୱିକେଟରେ…
