‘ଭାରତରେ ICC କାର୍ଯ୍ୟାଳୟ ହୋଇଥିଲେ ବୋମାରେ ଉଡେଇ ଦେଇଥା’ନ୍ତୁ’, ପାକିସ୍ତାନୀ YouTuber ଙ୍କ ଖୋଲା ଧମକ; ଦେଖନ୍ତୁ…
ନୂଆଦିଲ୍ଲୀ: ଗତ ରବିବାର (୧ ଫେବୃଆରୀ), ପାକିସ୍ତାନ ସରକାର ଘୋଷଣା କରିଥିଲେ ଯେ ତାଙ୍କ ଦଳ ୨୦୨୬ ଟି-୨୦ ବିଶ୍ୱକପରେ ଅଂଶଗ୍ରହଣ କରିବ, କିନ୍ତୁ ୧୫ ଫେବୃଆରୀରେ ଶ୍ରୀଲଙ୍କାରେ ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବ ନାହିଁ।…
