ବିପଦରେ ସଲମାନ ଆଗାଙ୍କ ଅଧିନାୟକତ୍ୱ, ଛଡ଼ାଇ ନିଆଯିବ ପଦ, ସେପଟେ ଇସ୍ତଫା ଦେଲେ ପାକିସ୍ତାନ ଚୟନକର୍ତ୍ତା
ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟରେ ପୁଣି ଏକ ଚର୍ଚ୍ଚା ଆରମ୍ଭ ହୋଇଛି। ଅନେକ ଖବର ଏବଂ ରିପୋର୍ଟ ସାମ୍ନାକୁ ଆସୁଛି। ଯଦିଓ ଏହା ଏପର୍ଯ୍ୟନ୍ତ ସରକାରୀ ହୋଇନାହିଁ, କିନ୍ତୁ ନିଆଁ ବିନା ଧୂଆଁ କେବେବି ବାହାରିବ ନାହିଁ।…
