“ଆମେ ଖେଳିବାକୁ ମନା କରିନାହୁଁ, ଏହା PCB ଓ ପାକିସ୍ତାନ ସରକାରଙ୍କ ନିଷ୍ପତ୍ତି” ବୋଲି ସଫା ସଫା କହିଲେ କ୍ଯାପଟେନ ସଲମାନ୍…
ଓଡିଶା ଭାସ୍କର: ଆଗକୁ ହେବାକୁ ଥିବା ବିଶ୍ବକପ ମ୍ଯାଚକୁ ନେଇ ପାକିସ୍ତାନ ବଡ଼ ବୟାନ ଦେଇଛି। PCBର କହିବା ଅନୁଯାୟୀ ସେମାନେ ଟି-ଟ୍ବେଣ୍ଟି ବିଶ୍ବକପର ସମସ୍ତ ମ୍ଯାଚ ଖେଳିବେ ମାତ୍ର ଭାରତ ସହ ଫେବୃୟାରୀ 15ରେ ହେବାକୁ…
