ଲେବାନନ୍ ଉପରେ ଇସ୍ରାଏଲ୍ ର ଏୟାରଷ୍ଟ୍ରାଇକ୍, ପାଲେଷ୍ଟାଇନୀ ଶରଣାର୍ଥୀ ଶିବିରକୁ ଟାର୍ଗେଟ, ୧୩ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଇସ୍ରାଏଲ ଲେବାନନରେ ଏକ ଏୟାରଷ୍ଟାଇକ୍ କରିଛି। ମଙ୍ଗଳବାର ଦିନ ଦକ୍ଷିଣ ଲେବାନନରେ ଏକ ପାଲେଷ୍ଟାଇନୀ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲୀ ଡ୍ରୋନ ହମଲା କରିଥିଲା।
ଯେଉଁ ଆକ୍ରମଣରେ ୧୩ ଜଣଙ୍କର ମୃତ୍ୟୁ…
