GK: ମଣିଷଙ୍କ ଭଳି ଓଟ ପାଇଁ ହେବ ପାସପୋର୍ଟ; ସରକାରଙ୍କ ନୂଆ ନିୟମ, ଏହା ପଛରେ କଣ ରହିଛି ରହସ୍ଯ ଆସନ୍ତୁ ଜାଣିବା?
ଓଡିଶା ଭାସ୍କର: ଏଥର ଓଟଙ୍କୁ ବି ମିଳିବ ପାସପୋର୍ଟ। କଥାଟି ଆଶ୍ଚର୍ଯ୍ଯ ଲାଗୁଥିଲେ ବି ସତ। ଆଉ ଏହି ପାସପୋର୍ଟ ଖୁବ ସ୍ବତନ୍ତ୍ର ଧରଣର ରହିବ।
ଯେତେବେଳେ ବି ଆମେ ପାସପୋର୍ଟ ବିଷୟରେ ଚିନ୍ତା କରୁ,ପ୍ରାୟତଃ କେହି ଲୋକ…
