ପାଥୁମଙ୍କ ବିଶାଳ ଛକା, ବାଉଂଡ୍ରୀ ବାହାରେ ଥିବା କାର ଚେପା, ଦୃଶ୍ୟ ଦେଖି ହର୍ଷିତ ରାଣାଙ୍କ ଉଡ଼ିଗଲା ହୋସ୍
ଓଡିଶାଭାସ୍କର: ଶ୍ରୀଲଙ୍କାର ଓପନର ପଥୁମ୍ ନିସାଙ୍କା ଟିମ୍ ଇଣ୍ଡିଆ ବିପକ୍ଷରେ ଚମତ୍କାର ବ୍ୟାଟିଂ କରିଥିଲେ। ଏସିଆ କପର ଶେଷ ସୁପର ଫୋର୍ ମ୍ୟାଚ୍ରେ ସେ ଭାରତୀୟ ବୋଲରମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ପରାସ୍ତ କରିଥିଲେ ଏବଂ…

